Odia Daily Panji 28th September 2017

ସେପ୍ଟେମ୍ବର ୨୮, ୨୦୧୭, ଗୁରୁବାର,କନ୍ୟା ୧୨ଦିନ,ଆଶ୍ୱିନ ୨୨ଦିନ

ମୃଣ୍ମୟୀ ମହଷ୍ଟମୀ, ପୀଠେ ମହାନବମୀ,

ସନ୍ଧି ପୂଜା,ରାଧାନାଥ ରାୟ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୪୦/୨୪, ସୂର୍ଯ୍ୟାସ୍ତ : ୫/୩୪/୪୦

ତିଥି : ଶୁକ୍ଳ ଅଷ୍ଟମୀ ରାତି ୯/୨୮ | ମୂଳା ନକ୍ଷତ୍ର ଦିନ ୧/୩୨,ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମେଷ,ମିଥୁନ,କର୍କଟ,ସିଂହ,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ରାତି ୯/୨୮ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ଧନ୍ୟଚ୍ଛେଦନ, ସ୍ଥାପନ,ବାଣିଜ୍ୟକରଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୧୮, ୧/୪୨ ରୁ ୩/୧୮, ସଂଧ୍ୟା ୬/୧୮ ରୁ ୯/୩୦,ରାତି ୧୨/୧୦ ରୁ ୩/୨୧, ୪/୮ ରୁ ୫/୪୦ ପର୍ଯ୍ୟନ୍ତ | ଅଶୁଭବେଳା : ଦିନ ୩/୧୯  ରୁ ୫/୩୫ |  ପୁଷ୍କରଦୋଷ : ନାହିଁ |