Odia Daily Panji 29th August 2017

ଅଗଷ୍ଟ ୨୯,୨୦୧୭,ମଙ୍ଗଳବାର ,ସିଂହ ୧୩ଦିନ, ଭାଦ୍ରବ ୨୨ଦିନ

ଶ୍ରୀରାଧାଷ୍ଟମୀ ବ୍ରତ,ଶ୍ରୀ ଦୁର୍ଗା ଦେବୀଙ୍କ ଶୟନ ଉତ୍ସବ,

ଅତୀବଡୀ ଜଗନ୍ନାଥ ଦାସ ଜୟନ୍ତୀ ,

ଜାତୀୟ କ୍ରୀଡା ଦିବସ

ସୂର୍ଯ୍ୟୋଦୟ: ୫/୩୪/୪୯, ସୂର୍ଯ୍ୟାସ୍ତ: ୬/୦୨/୨୩

ତିଥି: ଶୁକ୍ଲ ଅଷ୍ଟମୀ ରାତି ୨/୩୨ ପର୍ଯ୍ୟନ୍ତ | ଅନୁରାଧା ନକ୍ଷତ୍ର ରାତି ୧୧/୨୦, ବିଛାଚନ୍ଦ୍ର ଅହୋରାତ୍ର | ଘାତବାର: ମକର ରାଶି | ଘାତଚନ୍ଦ୍ର: ନାହିଁ | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ଐଶାନ୍ୟରେ, ରାତି ୨/୩୨ ପରେ ପୂର୍ବରେ ,ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୮/୨ ରୁ ୧୦/୩୧ ,ଦିନ ୧/୦୦ ରୁ ୨/୩୮ | ଅଶୁଭବେଳା: ଦିନ ୭/୭ ରୁ ୮/୦୧ | ପୁଷ୍କରଦୋଷ: ଏକପାଦ |