Odia Daily Panji 29th December 2017

ଡିସେମ୍ବର ୨୯,୨୦୧୭, ଶୁକ୍ରବାର, ଧନୁ ୧୪ଦିନ, ପୌଷ ୨୬ଦିନ

ପୁତ୍ରଦା ଏକାଦଶୀ

ସୂର୍ଯ୍ୟୋଦୟ : ୬/୨୪/୦୪,   ସୂର୍ଯ୍ୟାସ୍ତ : ୫/୧୨/୫୦

ତିଥି : ଶୁକ୍ଳ ଏକାଦଶୀ ରାତି ୯/୫୦ | ଦ୍ୱିଜା ନକ୍ଷତ୍ର ରାତି ୧୧/୨୯, ମେଷ ଚନ୍ଦ୍ର ରାତି ୪/୫୮ | ଘାତବାର : ବିଛା,ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ମେଷ ରାଶି | ମେଷ,ବୃଷ,କର୍କଟ,ସିଂହ, କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୯/୫୦ ପରେ ନୈଋତ କୋଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୨ ରୁ ୧୦/୦୨, ଦିନ ୧୨/୧୨ ରୁ  ଦିନ ୩/୦୬, ଦିନ ୩/୪୯ ରୁ ଦିନ ୫/୧୬ l ଅଶୁଭବେଳା : ଦିନ ୧୦/୦୩ ରୁ ଦିନ ୧୧/୫୧ |  ପୁଷ୍କରଦୋଷ : ରାତି ୯/୫୦ ପରେ ଏକପାଦ, ୧୧/୨୯ ପରେ ଦ୍ୱିପାଦ |