Odia Daily Panji 29th July 2017

ଜୁଲାଇ ୨୯,୨୦୧୭, ଶନିବାର, କର୍କଟ ୧୪ଦିନ, ଶ୍ରାବଣ ୨୦ଦିନ

ସୂର୍ଯ୍ୟୋଦୟ : ୫/୨୫/୦୦,   ସୂର୍ଯ୍ୟାସ୍ତ : ୬/୨୧/୧୭

ତିଥି : ଶୁକ୍ଳ ଷଷ୍ଠୀ, ଦିନ ୬/୧୬ | ନକ୍ଷତ୍ର : ହସ୍ତା (ମଳ) ପ୍ରାତଃ ୫.୪୦, କନ୍ୟା ଚନ୍ଦ୍ର ସଂଧ୍ୟା ୬/୨୫ | ଘାତବାର : ବୃଷ, ସିଂହ, ଓ କନ୍ୟା ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୬/୧୫ ପରେ ବାୟବ୍ୟରେ ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୪ ରୁ ୧/୧୦, ରାତି ୮/୩୨ ରୁ ୧୦/୪୬ |  ଅଶୁଭବେଳା : ପ୍ରାତଃରୁ ଦିନ ୭/୦୩ ଓ ଅପରାହ୍‌ଣ ୪/୪୨  ରୁ ସଂଧ୍ୟା ୬/୨୦|  ପୁଷ୍କରଦୋଷ : ଏକପାଦ ,  ଦିନ ୬/୧୬ ପରେ ଦ୍ୱିପାଦ |