Odia Daily Panji 29th June 2017

ଜୁନ ୨୯,୨୦୧୭ ଗୁରୁବାର, ମିଥୁନ ୧୫ଦିନ, ଆଷାଢ ୨୦ଦିନ ହେରାପଞ୍ଚମୀ ସୂର୍ଯ୍ୟୋଦୟ : ୫/୧୪/୨୮,   ସୂର୍ଯ୍ୟାସ୍ତ : ୬/୨୫/୪୦ ତିଥି : ଶୁକ୍ଳ ଷଷ୍ଠୀ ସଂନ୍ଧ୍ୟା ୫/୨୨ | ନକ୍ଷତ୍ର : ପୂର୍ବାଫାଲ୍‌ଗୁନୀ, ରାତି ୭/୩୨, ସିଂହ ଚନ୍ଦ୍ର ରାତି ୧/୪୦  | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : କର୍କଟ ଓ ମକର ରାଶି | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ସଂନ୍ଧ୍ୟା ୫/୨୨ ପରେ ବାୟବ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ବ୍ରତୋପନୟନ, ବିଦ୍ୟାରମ୍ଭ, ଦେବତା ପ୍ରତିଷ୍ଠା, ନବାନ୍ନ | ଶୁଭବେଳା : (ଅମୃତ) ରାତି ୭/୦୯ ରୁ ୯/୨୦ (ମାହେନ୍ଦ୍ର) ସୂର୍ୟୋଦୟରୁ ଦିନ ୬/୧୦, ଦିନ ୯/୪୦ ରୁ ୧୧/୨୦ |  ଅଶୁଭବେଳା : ଅପରାହ୍‌ଣ ୩/୦୮ ରୁ ୬/୨୫ |  ପୁଷ୍କରଦୋଷ: ଏକପାଦ , ରାତି ୭/୨୨ ପରେ ଦ୍ୱିପାଦ |