Odia Daily Panji 29th September 2017

ସେପ୍ଟେମ୍ବର ୨୯, ୨୦୧୭, ଶୁକ୍ରବାର,କନ୍ୟା ୧୩ଦିନ, ଆଶ୍ୱିନ ୨୩ଦିନ

ବିମଳା ଦେବୀଙ୍କ ବିଶ୍ରାମ ପୂଜା, ମୃଣ୍ମୟୀ ମହାନବମୀ

ଶରଣ ପଞ୍ଚକ ଆରମ୍ଭ

                                                                          ସୂର୍ଯ୍ୟୋଦୟ : ୫/୪୦/୩୮, ସୂର୍ଯ୍ୟାସ୍ତ : ୫/୩୩/୪୬

ତିଥି : ଶୁକ୍ଳ ନବମୀର ରାତି ୧୧/୨୪ ପର୍ଯ୍ୟନ୍ତ | ପୂର୍ବାଷାଢା ନକ୍ଷତ୍ର ଦିନ ୪/୪୨, ଧନୁ ଚନ୍ଦ୍ର ରାତି ୧୦/୪୫ ପର୍ଯ୍ୟନ୍ତ | ଘାତବାର : ବିଛା,ଧନୁ ଓ ମକର ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶିର ଏବଂ ରାତି ୧୦/୪୫ ପରେ ସିଂହ ରାଶିର ଘାତଚନ୍ଦ୍ର | ମେଷ, ମିଥୁନ,କର୍କଟ,ସିଂହ,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୧୧/୨୪ ପରେ ଉତ୍ତରରେ, ଯାତ୍ରା ଶୁଭ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୩୦, ୭/୧୮ ରୁ ୯/୪୨, ୧୨/୬ ରୁ ୩/୮, ୩/୫୮ ରୁ ୫/୩୪, ରାତି ୬/୧୯  ରୁ ୯/୩୦,ରାତି ୧୧/୫୩ ରୁ ୩/୦୫, ୪/୧୦ ରୁ ୫/୪୧ | ଅଶୁଭବେଳା : ଦିନ ୯/୪୩ ରୁ ୧୨/୦୫ ଓ ରାତି  ୯/୩୧ ରୁ ୯/୫୮ |  ପୁଷ୍କରଦୋଷ : ଦିନ ୪/୪୨ ପରେ ଏକପାଦ |