Odia Daily Panji 2nd July 2017

ଜୁଲାଇ ୨,୨୦୧୭ ରବିବାର, ମିଥୁନ ୧୮ଦିନ, ଆଷାଢ ୨୩ଦିନ ଆଡ଼ପ ମଣ୍ଡପରେ ସନ୍ଧ୍ୟ ଦର୍ଶନ ସୂର୍ଯ୍ୟୋଦୟ : ୫/୧୫/୨୪,   ସୂର୍ଯ୍ୟାସ୍ତ : ୬/୨୫/୫୮ ତିଥି : ଶୁକ୍ଳ ନବମୀ ରାତି ୭/୫୫ | ନକ୍ଷତ୍ର : ଚିତ୍ରା, ରାତି ୧୨/୧୮, କନ୍ୟାଚନ୍ଦ୍ର ଦିନ ୧୧ଟା  | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୭/୫୫ ପରେ ଉତ୍ତରରେ ଯାତ୍ରା ନିଷେଧ |  ଶୁଭକର୍ମ : ବିବାହ, ପାଣିଗ୍ରହଣ | ଶୁଭବେଳା :(ଅମୃତ) ଦିନ ୭/୦୨ ରୁ ୯/୪୦, ଅସ୍ତରୁ ସଂନ୍ଧ୍ୟା ୭/୫୦ ମଧ୍ୟରେ, ରାତି ୧୦/୪୫ ରୁ ୧୨/୫୫ (ମାହେନ୍ଦ୍ର) ଦିନ ୪/୪୦ ରୁ ୫/୩୦ |  ଅଶୁଭବେଳା : ଦିନ ୧୦/୫୫ ରୁ ୧/୩୦ |  ପୁଷ୍କରଦୋଷ : ଏକପାଦ |