Odia Daily Panji 2nd November 2017

ନଭେମ୍ବର ୨, ୨୦୧୭, ଗୁରୁବାର, ତୁଳା ୧୭ ଦିନ,କାର୍ତ୍ତିକ ୨୮ ଦିନ

ବୈକୁଣ୍ଠ ଚତୁର୍ଦ୍ଦଶୀ, ତ୍ରିବିକ୍ରମ ବେଶ, ଭିକାରି ବଳଙ୍କ ଶ୍ରାଦ୍ଧ

ସୂର୍ଯ୍ୟୋଦୟ : ୫/୫୧/୫୫, ସୂର୍ଯ୍ୟାସ୍ତ : ୫/୦୮/୨୯

ତିଥି : ଶୁକ୍ଳ ତ୍ରୟୋଦଶୀ ଦିନ ୪/୦୨ | ଉତ୍ତରଭାଦ୍ର ନକ୍ଷତ୍ର ଦିନ ୭/୨୮, ମୀନ ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ଧନୁ ରାଶି |ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ଚତୁର୍ଦ୍ଦଶୀର ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୪/୦୨ ପରେ ପଶ୍ଚିମରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୨୨ ରୁ ଦିନ ୨/୧୫, ସଂଧ୍ୟା ୫/୫୭ ରୁ ୯/୨୨ | ଅଶୁଭବେଳା : ଦିନ ୨/୧୮ ରୁ ସଂଧ୍ୟା ୫/୦୬ | ପୁଷ୍କରଦୋଷ : ନାହିଁ |