Odia Daily Panji 2nd September 2017

ସେପ୍ଟେମ୍ବର ୨,୨୦୧୭, ଶନିବାର, ସିଂହ ୧୭ ଦିନ, ଭାଦ୍ରବ ୨୬ ଦିନ

ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ,ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ, ଶ୍ରୀ ଦିବ୍ୟସିଂହ ଦେବଙ୍କ ୫୯ ଅଙ୍କ ପ୍ରବେଶ

ଇନ୍ଦ୍ରଧ୍ୱଜ ପୂଜା,ଇଦ୍‌ଜୁହା

ସୂର୍ଯ୍ୟୋଦୟ: ୫/୩୪/୫୪, ସୂର୍ଯ୍ୟାସ୍ତ: ୫/୫୭/୫୮

ତିଥି: ଶୁକ୍ଳ ଏକାଦଶୀ ଦିନ ୯/୩୧ | ପୂର୍ବାଷାଢା (ମଳ) ନକ୍ଷତ୍ର ଦିନ ୮/୦୧, ଧନୁଚନ୍ଦ୍ର ଦିନ ୨/୩୭ | ଘାତବାର: ବୃଷ, ସିଂହ, କନ୍ୟା, ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ଆଗ୍ନେୟ କୋଣରେ, ଦିନ ୯/୩୧ ପରେ ନୈଋତରେ, ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୯/୪୧ ରୁ ୧୨/୫୮ ରାତି ୮/୧୪ ରୁ ୧୦/୩୪,ରାତି ୧୨/୦୮ ରୁ ୧/୪୨ ଓ ୩/୧୫ ରୁ ୪/୪୯ | ଅଶୁଭବେଳା: ପ୍ରାତଃରୁ ଦିନ ୭/୦୮ ଓ ଅ. ୪/୨୧ ରୁ ୫/୫୩ | ପୁଷ୍କରଦୋଷ: ଏକପାଦ, ଦିନ ୮/୧ ପରେ ଦୁଇପାଦ, ପୁଣି ଦିନ ୯/୩୧ ପରେ ତିନିପାଦ |