Odia Daily Panji 30th August 2017

ଅଗଷ୍ଟ ୩୦,୨୦୧୭,ବୁଧବାର ,ସିଂହ ୧୪ଦିନ, ଭାଦ୍ରବ ୨୩ଦିନ

ତାଳ ନବମୀ, ଶ୍ରୀମନ୍ଦିରରେ କୃଷ୍ଣ ଲୀଳା

ଶ୍ରୀଠାକୁର ଅନୁକୂଳଚନ୍ଦ୍ର ଜୟନ୍ତୀ,

ସୂର୍ଯ୍ୟୋଦୟ: ୫/୩୪/୧୫, ସୂର୍ଯ୍ୟାସ୍ତ: ୬/୦୦/୩୦

ତିଥି: ଶୁକ୍ଲ ନବମୀ ନି. ୫/୦୪ ପର୍ଯ୍ୟନ୍ତ | ଜ୍ୟେଷ୍ଠା ନକ୍ଷତ୍ର ରାତି ୨/୨୪ ପର୍ଯ୍ୟନ୍ତ | ବିଛାଚନ୍ଦ୍ର ରାତି ୨/୨୪ | ଘାତବାର: କର୍କଟ ରାଶି | ଘାତଚନ୍ଦ୍ର ନାହିଁ | ମେଷ,ମିଥୁନ,କର୍କଟ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ପୂର୍ବରେ, ନିଶାନ୍ତ ୫/୪ ପରେ ଉତ୍ତରରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା: (ଅମୃତ) ଦିନ ୯/୪୨ ରୁ ୧୧/୨୦, ଦିନ ୩/୨୮ ରୁ ୫/୦୬ ରାତି ୬/୪୦ ରୁ ୯/୦୦ | ଅଶୁଭବେଳା: ଦିନ ୮/୪୦ ରୁ ୯/୪୧ | ପୁଷ୍କରଦୋଷ: ନାହିଁ |