Odia Daily Panji 30th December 2017

ଡିସେମ୍ବର ୩୦,୨୦୧୭, ଶନିବାର, ଧନୁ ୧୫ଦିନ, ପୌଷ ୨୭ଦିନ

ସୂର୍ଯ୍ୟୋଦୟ : ୬/୨୪/୨୭,   ସୂର୍ଯ୍ୟାସ୍ତ : ୫/୧୩/୨୭

ତିଥି : ଶୁକ୍ଳ ଦ୍ୱାଦଶୀ ରାତି ୭/୦୦ | କୃତ୍ତିକା ନକ୍ଷତ୍ର ରାତି ୯/୧୮, ବୃଷ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ବିଛା ରାଶି | ମେଷ,ବୃଷ, କର୍କଟ, ସିଂହ,କନ୍ୟା, ବିଛା, ଧନୁ,ମକର  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ  | ଯୋଗିନୀ ସ୍ଥିତି : ନୈଋତ କୋଣରେ, ରାତି ୭/୦୦ ପରେ ଦକ୍ଷିଣରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୫୨ ରୁ ଦିନ ୧୦/୦୩,  ଦିନ ୧୨/୧୩ ରୁ ୩/୦୬,ଦିନ ୩/୫୦ ରୁ ୫/୧୬ l l  ଅଶୁଭବେଳା : ପ୍ରାତଃରୁ ୭/୪୭ ମଧ୍ୟରେ | ପୁଷ୍କରଦୋଷ : ତିନିପାଦ, ରାତି ୭/୦୦ ପରେ ରାତି ୯/୧୮ ମଧ୍ୟରେ ଦ୍ୱିପାଦ l