Odia Daily Panji 30th January 2018

ଜାନୁୟାରୀ ୩୦,୨୦୧୮,ମଙ୍ଗଳବାର, ମକର  ୧୭ଦିନ, ମାଘ ୨୮ଦିନ

ମହାତ୍ମାଗାନ୍ଧୀଙ୍କ ତିରୋଧାନ, ଯୋରନ୍ଦା ମେଳା,

ଶିବ ଚତୁର୍ଦ୍ଦଶୀ ଉପବାସ

ସୂର୍ଯ୍ୟୋଦୟ : ୬/୨୬/୧୪,   ସୂର୍ଯ୍ୟାସ୍ତ : ୫/୩୩/୧୮

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ ରାତି ୧୦/୨୪ | ପୁନର୍ବସୁ ନକ୍ଷତ୍ର ରାତି ୮/୫୧,ମିଥୁନ ଚନ୍ଦ୍ର ଦିନ ୩/୩୩ l ଘାତବାର : ମକର ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ବୃଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୧୦/୨୪ ପରେ ବାୟବ୍ୟ କୋଣରେ , ଯାତ୍ରା ନିଷେଧ l  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୮/୩୮ ରୁ ୧୦/୫୩, ଦିନ ୧/୦୭ ରୁ ୨/୩୭, ଦିନ ୩/୨୧ ରୁ ୪/୫୧ l ଅଶୁଭବେଳା : ଦିନ ୭/୪୮ ରୁ ୮/୩୭, ରାତି ୭/୨୧ ରୁ ୮/୪୮ l   ପୁଷ୍କରଦୋଷ : ଦ୍ୱିପାଦ, ରାତି ୮/୫୧ ପରେ ଏକପାଦ |