Odia Daily Panji 30th July 2017

ଜୁଲାଇ ୩୦,୨୦୧୭, ରବିବାର, କର୍କଟ ୧୫ଦିନ, ଶ୍ରାବଣ ୨୧ଦିନ

ଗୋସ୍ୱାମୀ ତୁଳସୀ ଦାସ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୨୫/୨୨,   ସୂର୍ଯ୍ୟାସ୍ତ : ୬/୨୦/୫୦

ତିଥି : ଶୁକ୍ଳ ସପ୍ତମୀ, ଦିନ ୭/୨୪ ପର୍ଯ୍ୟନ୍ତ | ନକ୍ଷତ୍ର : ଚିତ୍ରା ଦିନ ୭/୨୫ ପର୍ଯ୍ୟନ୍ତ, ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ ଦିନ ୭/୨୪ ପରେ ଐଶାନ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ଅନ୍ନପ୍ରାଶନ, ରତ୍ନ ଧାରଣ, ଦେବତାଗଠନ, ନାମ କରଣ, ଦୀକ୍ଷା ଗ୍ରହଣ | ଶୁଭବେଳା : (ଅମୃତ) ଦିନ ୬/୧୮ ରୁ ୯/୪୫, ରାତି ୭/୪୭ ରୁ ୯/୧୫ (ମାହେନ୍ଦ୍ର) ପ୍ରାତଃରୁ ଦିନ ୬/୧୮ ମଧ୍ୟରେ |  ଅଶୁଭବେଳା : ଦିନ ୧୦/୧୫ ରୁ ୧/୨୯ ମଧ୍ୟେ |  ପୁଷ୍କରଦୋଷ : ଦ୍ୱିପାଦ , ଦିନ ୭/୨୪ ପରେ  ଏକପାଦ  |