Odia Daily Panji 30th June 2017

ଜୁନ ୩୦,୨୦୧୭ ଶୁକ୍ରବାର, ମିଥୁନ ୧୬ଦିନ, ଆଷାଢ ୨୧ଦିନ ସୂର୍ଯ୍ୟୋଦୟ : ୫/୧୪/୪୫,   ସୂର୍ଯ୍ୟାସ୍ତ : ୬/୨୫/୨୭ ତିଥି : ଶୁକ୍ଳ ସପ୍ତମୀ ସଂନ୍ଧ୍ୟା ୫/୨୫ | ନକ୍ଷତ୍ର : ଉତ୍ତର ଫାଲଗୁନୀ, ରାତି ୮/୨୫, କନ୍ୟାଚନ୍ଦ୍ର ଅହୋରାତ୍ର  | ଘାତବାର : ବିଛା, ଧନୁ, ଓ ମୀନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବରେ ସଂନ୍ଧ୍ୟା ୫/୨୫ ପରେ ଐଶାନ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ଗୃହାରମ୍ଭ, ଗୃହପ୍ରବେଶ, ଦୀକ୍ଷାଗ୍ରହଣ, ବୃକ୍ଷରୋପଣ, କର୍ଣ୍ଣବେଧ, ଚୂଡାକରଣ, ଦେବତାଗଠନ, ଔଷଧକରଣ | ଶୁଭବେଳା : (ଅମୃତ) ଦିନ ୧୨/୧୫ ରୁ ୨/୫୫, , ଅସ୍ତରୁ ରାତି ୮/୩୫; (ମାହେନ୍ଦ୍ର) ଦିନ ୬/୧୦ ରୁ ୭/, ଦିନ ୯/୪୦ ରୁ ୧୦/୩୦ |  ଅଶୁଭବେଳା : ଦିନ ୮/୩୫ ରୁ ୯/୩୮ |  ପୁଷ୍କରଦୋଷ : ଦ୍ୱିପାଦ, ସଂନ୍ଧ୍ୟା ୫/୨୫ ରୁ ୮/୨୫ ମଧ୍ୟରେ ଏକପାଦ |