Odia Daily Panji 30th September 2017

ସେପ୍ଟେମ୍ବର ୩୦, ୨୦୧୭, ଶନିବାର,କନ୍ୟା ୧୪ଦିନ,ଆଶ୍ୱିନ ୨୪ଦିନ

ବିଜୟା ଦଶମୀ,ଦଶହରା,

ସୋମନାଥ ବ୍ରତ ସମାପନ

ସୂର୍ଯ୍ୟୋଦୟ : ୫/୪୦/୫୩, ସୂର୍ଯ୍ୟାସ୍ତ : ୫/୩୨/୫୩

ତିଥି : ଶୁକ୍ଳ ଦଶମୀ ରାତି ୧/୧୦ ପର୍ଯ୍ୟନ୍ତ | ଉତ୍ତରାଷାଢା ନକ୍ଷତ୍ର ସଂଧ୍ୟା ୬/୪୪,ମକର ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ସିଂହ ରାଶି | ମେଷ,ବୃଷ,କର୍କଟ,କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ ରାତି ୧/୧୦ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ :  ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୩୦, ୭/୧୮ ରୁ ୯/୪୨, ୧୨/୦୬ ରୁ ୩/୦୮,ଦିନ ୪/୦୦ ରୁ ୫/୩୩,ରାତି ୧/୧୭ ରୁ ୨/୧୯ | ଅଶୁଭବେଳା : ପ୍ରାତଃ ୬/୩୧  ରୁ ୭/୧୨ ମଧ୍ୟରେ |  ପୁଷ୍କରଦୋଷ : ଦ୍ୱିପାଦ,ସଂଧ୍ୟା ୬/୪୪ ପରେ ଏକପାଦ |