Odia Daily Panji 31st August 2017

ଅଗଷ୍ଟ ୩୧,୨୦୧୭,ଗୁରୁବାର ,ସିଂହ ୧୫ଦିନ, ଭାଦ୍ରବ ୨୪ଦିନ

ସୁଦଶାବ୍ରତ,ଶ୍ରୀମନ୍ଦିରରେ ଲବଣିଖିଆ ଉତ୍ସବ

ସୂର୍ଯ୍ୟୋଦୟ: ୫/୩୪/୨୮, ସୂର୍ଯ୍ୟାସ୍ତ: ୫/୫୯/୪୦

ତିଥି:ଶୁକ୍ଲ ଦଶମୀ ଅହୋରାତ୍ର | ମୂଳା ନକ୍ଷତ୍ର ନିଶାନ୍ତ ୫/୨୬, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର: ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର: ତୁଳା ଓ କୁମ୍ଭ ରାଶି | ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା , ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ନିଶାନ୍ତ ୫/୨୬ ପରେ ଉତ୍ତରଷାଢା, ଶ୍ରବଣା, ଶତଭିଷା, ଉ. ଭାଦ୍ର, ଅଶ୍ୱିନୀ, କୃତ୍ତିକା, ରୋହିଣୀ, ଅର୍ଦ୍ରା, ପୁଷ୍ୟା, ମଘା, ଉତ୍ତର ଫାଲ୍‌ଗୁନୀ, ହସ୍ତା, ସ୍ୱାତୀ, ଅନୁରାଧା, ମୂଳା ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ଉତ୍ତରରେ ଅହୋରାତ୍ର, ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୧୦/୩୧ ରୁ ୧୨/୫୫ | ଅଶୁଭବେଳା: ଦିନ ୨/୫୦ ରୁ ୫/୫୫ ଓ ରାତି ୧୧/୪୦ ରୁ ୧/୧୦ | ପୁଷ୍କରଦୋଷ: ନାହିଁ |