Odia Daily Panji 31st December 2017

ଡିସେମ୍ବର ୩୧,୨୦୧୭, ରବିବାର, ଧନୁ ୧୬ଦିନ, ପୌଷ ୨୮ଦିନ

ସୂର୍ଯ୍ୟୋଦୟ : ୬/୨୪/୪୮,   ସୂର୍ଯ୍ୟାସ୍ତ : ୫/୧୪/୦୨

ତିଥି : ଶୁକ୍ଳ ତ୍ରୋୟୋଦଶୀ ଦିନ ୩/୪୦ | ରୋହିଣୀ ନକ୍ଷତ୍ର ସନ୍ଧ୍ୟା ୬/୩୮, ବୃଷ ଚନ୍ଦ୍ର ନିଶାନ୍ତ ୫/୦୯ l  ଘାତବାର : ମେଷ ରାଶି | ଘାତଚନ୍ଦ୍ର : ବିଛା ରାଶି | ମେଷ,ବୃଷ,କର୍କଟ,ସିଂହ, କନ୍ୟା,ବିଛା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ, ଚତୁର୍ଦ୍ଦଶୀ ତିଥିର ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ ଦିନ ୩/୪୦ ପରେ ପଶ୍ଚିମରେ ଯାତ୍ରା ଶୁଭ | ଶୁଭକର୍ମ : ଅନ୍ନପ୍ରାଶନ, ନୌକାଗଠନ,ଦେବତା ଗଠନ,ରତ୍ନ ଧାରଣ,ବୀଜ ବପନ,ବାଣିଜ୍ୟ କରଣ | ଶୁଭବେଳା : (ଅମୃତ) ଦିନ ୭/୦୯ ରୁ ୯/୧୨, ୧୨/୧୩ ରୁ  ୩/୦୬, ରାତି ୭/୫୫ ରୁ ୯/୪୦ l ଅଶୁଭବେଳା : ନିଶାନ୍ତ ୧୦/୩୦ ରୁ ଦିନ ୧୨/୧୨ |  ପୁଷ୍କରଦୋଷ : ଏକପାଦ |