Odia Daily Panji 31st January 2018

ଜାନୁୟାରୀ ୩୧,୨୦୧୮,ବୁଧବାର, ମକର  ୧୮ଦିନ, ମାଘ ୨୯ଦିନ

ମାଘ ପୂର୍ଣ୍ଣିମା, ଗଜୋଦ୍ଧାରଣ ବେଶ, ଅଗ୍ନ୍ୟୁତ୍ସୋବ,

‘ଖ’ ଗ୍ରାସ ଚନ୍ଦ୍ରଗ୍ରହଣ

ସୂର୍ଯ୍ୟୋଦୟ : ୬/୨୫/୫୬,   ସୂର୍ଯ୍ୟାସ୍ତ : ୫/୩୩/୫୩

ତିଥି : ପୂର୍ଣ୍ଣିମା ରାତି ୬/୫୭ | ପୁଷ୍ୟା ନକ୍ଷତ୍ର  ସନ୍ଧ୍ୟା ୬/୦୮, କର୍କଟଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,କର୍କଟ, କନ୍ୟା,ତୁଳା,ବିଛା,ମକର,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମା ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୬/୫୭ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୦୮ ରୁ  ୧୧/୩୮ (ମାହେନ୍ଦ୍ର) ଦିନ ୧/୫୨ ରୁ ୩/୨୨, ସନ୍ଧ୍ୟା  ୬/୨୭ ରୁ ରାତି ୯/୦୧ |  ଅଶୁଭବେଳା : ଦିନ ୯/୧୨ ରୁ  ୧୦/୦୭ |  ପୁଷ୍କରଦୋଷ : ନାହିଁ |

ଚନ୍ଦ୍ରସ୍ପର୍ଶ: ସଂଧ୍ୟା ୫ଟା୨୦; ସର୍ବମୋକ୍ଷ: ରାତି ୮ ଟା ୪୭ l ସୂର୍ଯ୍ୟୋଦୟଠାରୁ ପାକତ୍ୟାଗ, ଅନ୍ନଭୋଜନ, ଦେବନୀତି ନିଷେଧ l ସର୍ବମୋକ୍ଷ ପରେ ଦେବନୀତି ଓ ପାକକର୍ମ କରଣୀୟ l