Odia Daily Panji 31st July 2017

ଜୁଲାଇ ୩୧,୨୦୧୭, ସୋମବାର, କର୍କଟ ୧୬ଦିନ, ଶ୍ରାବଣ ୨୨ଦିନ

ସୂର୍ଯ୍ୟୋଦୟ : ୫/୨୫/୪୩,   ସୂର୍ଯ୍ୟାସ୍ତ : ୬/୨୦/୨୫

ତିଥି : ଶୁକ୍ଳ ଅଷ୍ଟମୀ, ଦିନ ୯/୧୨ ପର୍ଯ୍ୟନ୍ତ | ନକ୍ଷତ୍ର : ସ୍ୱାତୀ ଦିନ ୯/୫୦ ପର୍ଯ୍ୟନ୍ତ, ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଐଶାନ୍ୟ କୋଣରେ, ଦିନ ୯/୧୨ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୩୫ ରୁ ୧/୦୯, ରାତି ୭/୦୨ ରୁ ୯/୧୫ |  ଅଶୁଭବେଳା : ଦିନ ୭/୩ ରୁ ୮/୪୦ |  ପୁଷ୍କରଦୋଷ : ଦିନ ୯/୫୦ ପରେ  ଏକପାଦ  |