Odia Daily Panji 3rd July 2017

ଜୁଲାଇ ୩,୨୦୧୭ ସୋମବାର, ମିଥୁନ ୧୯ଦିନ, ଆଷାଢ ୨୪ଦିନ ବାହୁଡ଼ା ଯାତ୍ରା, ନିମାଇ ହରିଚନ୍ଦନଙ୍କ ଶ୍ରାଦ୍ଧ ସୂର୍ଯ୍ୟୋଦୟ : ୫/୧୫/୪୦,   ସୂର୍ଯ୍ୟାସ୍ତ : ୬/୨୬/୦୦ ତିଥି : ଶୁକ୍ଳ ଦଶମୀ ରାତି ୯/୫୮ | ନକ୍ଷତ୍ର : ସ୍ୱାତୀ ରାତି ୩/୦୦ ତୁଳା ଚନ୍ଦ୍ର ଦିନ ଅହୋରାତ୍ର  | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଦଶମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ ରାତି ୯/୫୮ ପରେ ଆଗ୍ନେୟ କୋଣରେ, ଯାତ୍ରା ଶୁଭ |  ଶୁଭକର୍ମ : ବିବାହ, ପାଣିଗ୍ରହଣ, ଗୃହାରମ୍ଭ, ଗୃହପ୍ରବେଶ, ବ୍ରତୋପନୟନ, କର୍ଣ୍ଣବେଧ, ଦେବତାପ୍ରତିଷ୍ଠା, ଅନ୍ନପ୍ରାଶନ| ଶୁଭବେଳା : (ଅମୃତ) ଦିନ ୮/୪୭ ରୁ ୧୦/୩୦, ରାତି ୯/୧୫ ରୁ ୧୨/୦୦ (ମାହେନ୍ଦ୍ର) ରାତି ୩/୫୦ ରୁ ୪/୩୦  |  ଅଶୁଭବେଳା :ଦିନ ୬/୫୫ ରୁ ୮/୩୫ |  ପୁଷ୍କରଦୋଷ : ଏକପାଦ |