Odia Daily Panji 3rd September 2017

ସେପ୍ଟେମ୍ବର ୩,୨୦୧୭, ରବିବାର, ସିଂହ ୧୮ ଦିନ, ଭାଦ୍ରବ ୨୭ ଦିନ

ଗରୁଡ ପାର୍ଶ୍ୱପରିବର୍ତ୍ତନ ଉତ୍ସବ,ବାମନ ବେଶ, ଶରଣ ଆରମ୍ଭ

ସୂର୍ଯ୍ୟୋଦୟ: ୫/୩୫/୦୭, ସୂର୍ଯ୍ୟାସ୍ତ: ୫/୫୭/୦୫

ତିଥି: ଶୁକ୍ଳ ଦ୍ୱାଦଶୀ ଦିନ ୧୧/୦୫ | ଉତ୍ତରାଷାଢା ନକ୍ଷତ୍ର ଦିନ ୧୦/୧୨ ମକରଚନ୍ଦ୍ର ଅହୋରାତ୍ର | ଘାତବାର: ମେଷ ରାଶି | ଘାତଚନ୍ଦ୍ର: ସିଂହ ରାଶି | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ନୈଋତରେ, ଦିନ ୧୧/୫ ପରେ ଦକ୍ଷିଣରେ, ଯାତ୍ରା ଶୁଭ | ଶୁଭକର୍ମ: ନାମକରଣ, ନବବସ୍ତ୍ର ପରିଧାନ, ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ରତ୍ନଧାରଣ | ଶୁଭବେଳା: (ଅମୃତ) ଦିନ ୬/୨୫ ରୁ ୯/୪୧, ରାତି ୭/୨୬ ରୁ ୯(ମାହେନ୍ଦ୍ର ପ୍ରାତଃରୁ ୬/୨୫, ଦିନ ୧୨/୫୮ ରୁ ୧/୪୭, ରାତି ୬/୩୯ ରୁ ୭/୨୬ ଓ ୧୨/୮ ରୁ ୩/୧୫ | ଅଶୁଭବେଳା : ଦିନ ୧୦/୧୨ ରୁ ୧୨/୫୭ | ପୁଷ୍କରଦୋଷ: ତ୍ରିପାଦ, ଦିନ ୧୦/୧୨ ରୁ ୧୧/୦୫ ମଧ୍ୟରେ ଦ୍ୱିପାଦ, ପରେ ଏକପାଦ |