Odia Daily Panji 4th August 2017

ଅଗଷ୍ଟ ୪,୨୦୧୭, ଶୁକ୍ରବାର, କର୍କଟ ୨୦ଦିନ, ଶ୍ରାବଣ ୨୬ଦିନ

ବିଷ୍ଣୁ ପବିତ୍ରାରୋପଣ, ଆଖେଟକ ପର୍ବ

ସୂର୍ଯ୍ୟୋଦୟ : ୫/୨୭/୦୫,   ସୂର୍ଯ୍ୟାସ୍ତ : ୬/୧୮/୩୧

ତିଥି : ଶୁକ୍ଳ ଦ୍ୱାଦଶୀ, ରାତି ୬/୫୨ ପର୍ଯ୍ୟନ୍ତ | ନକ୍ଷତ୍ର : ମୂଳା ରାତି ୯/୪୫ ପର୍ଯ୍ୟନ୍ତ, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର : ବିଛ, ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, ଓ  କୁମ୍ଭ  ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ ରାତି ୬/୫୨ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୦୨ ରୁ ୧୦/୩୫, ୧/୮ ରୁ ୨/୫୧,  (ମାହେନ୍ଦ୍ର) ରାତି ୧୦/୪୫ ରୁ ୧୧/୩୦ |  ଅଶୁଭବେଳା : ଦିନ ୧୦/୩୬ ରୁ ୧୧/୫୨ ମଧ୍ୟରେ |  ପୁଷ୍କରଦୋଷ : ସଂଧ୍ୟା ୬/୫୨ ମଧ୍ୟରେ  ଏକପାଦ  |