Odia Daily Panji 4th December 2017

ଡିସେମ୍ବର ୪,୨୦୧୭, ସୋମବାର, ବିଛା ୧୯ଦିନ, ପୌଷ ୧ଦିନ

ଭାରତୀୟ ନୌସେନା ଦିବସ

ସୂର୍ଯ୍ୟୋଦୟ : ୬/୧୦/୩୩,   ସୂର୍ଯ୍ୟାସ୍ତ : ୫/୦୩/୦୦

ତିଥି : କୃଷ୍ଣ ପ୍ରତିପଦ ସଂଧ୍ୟା ୫/୬ | ରୋହିଣୀ ନକ୍ଷତ୍ର  ଦିନ ୭/୧୮ | ବୃଷ ଚନ୍ଦ୍ର ସଂଧ୍ୟା ୫/୪୬ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ବିଛା ରାଶି | ମେଷ,ମିଥୁନ,କର୍କଟ,ସିଂହ,କନ୍ୟା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ସଂଧ୍ୟା ୫/୫୬ ପରେ ଊତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୯/୦୭ ରୁ ୧୧/୧୭, ରାତି ୭/୪୨ ରୁ ୧୧/୧୨ |  ଅଶୁଭବେଳା : ଦିନ ୭/୩୫ ରୁ ୮/୫୬ |  ପୁଷ୍କରଦୋଷ : ସଂଧ୍ୟା ୫/୫୬ ପରେ ଦ୍ୱିପାଦ |