Odia Daily Panji 4th February 2018

ଫେବୃଆରି ୪, ୨୦୧୮, ରବିବାର, ମକର ୨୨ଦିନ, ଫାଲଗୁନ ୪ ଦିନ

ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ

ସୂର୍ଯ୍ୟୋଦୟ : ୬/୨୪/୩୭, ସୂର୍ଯ୍ୟାସ୍ତ : ୫/୩୬/୧୩

ତିଥି :କୃଷ୍ଣ ଚତୁର୍ଥୀ ଦିନ ୮/୩୯ l ଉତ୍ତରା ଫାଲଗୁନୀ ନକ୍ଷତ୍ର ରାତି ୧୦/୪୭, କନ୍ୟା ଚନ୍ଦ୍ର ଅହୋରାତ୍ର | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ, ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତ କୋଣରେ, ଦିନ ୮/୩୯ ପରେ ଦକ୍ଷିଣରେ, ଯାତ୍ରା ଶୁଭ |  ଶୁଭକର୍ମ : ଦେବତା ଗଠନ, ରତ୍ନଧାରଣ, ଦୀକ୍ଷାଗ୍ରହଣ, ବାଣିଜ୍ୟକରଣ ଓ ବୀଜବପନ | ଶୁଭବେଳା : (ଅମୃତ) ଦିନ ୭/୦୭ ରୁ  ୧୦/୦୮, ଦିନ ୧/୦୮ ରୁ ୧/୫୩, ରାତି ୭/୩୦ ରୁ ୯/୦୨ l  ଅଶୁଭବେଳା : ଦିନ ୧୦/୨୬ ରୁ ୧/୦୭ l ପୁଷ୍କରଦୋଷ : ଦ୍ୱିପାଦ, ଦିନ ୧୦/୪୭ ପରେ ଏକପାଦ |