Odia Daily Panji 4th July 2017

ଜୁଲାଇ ୪,୨୦୧୭, ମଙ୍ଗଳବାର, ମିଥୁନ ୨୦ଦିନ, ଆଷାଢ ୨୫ଦିନ ଶ୍ରୀହରିଶୟନ ଏକାଦଶୀ, ସୁନାବେଶ, ଚତୁର୍ମାସ୍ୟା ବ୍ରତ ଓ ଅଶୁଦ୍ଧ କାଳ ଆରମ୍ଭ ସୂର୍ଯ୍ୟୋଦୟ : ୫/୧୫/୫୦,   ସୂର୍ଯ୍ୟାସ୍ତ : ୬/୨୫/୫୦ ତିଥି : ଶୁକ୍ଳ ଏକାଦଶୀ, ରାତି ୧୨/୨୦ | ନକ୍ଷତ୍ର : ବିଶାଖା ଅହୋରାତ୍ର ତୁଳାଚନ୍ଦ୍ର, ରାତି ୧୧/୧୩ | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ  | ଚନ୍ଦ୍ରଶୁଦ୍ଧି : ଗତ ଦିବସ ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକଶ୍ରାଦ୍ଧ : ଏକାଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୧୨/୨୦ ପରେ ନୈଋତରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୦ ରୁ ୧୨/୧୫ ଓ ୩/୪୫ ରୁ ୪/୪୦, (ମାହେନ୍ଦ୍ର) ଦିନ ୨/୫୫ ରୁ ୩/୪୫ |  ଅଶୁଭବେଳା : ଦିନ ୬/୫୬ ରୁ ୮/୩୫ |  ପୁଷ୍କରଦୋଷ : ଦ୍ୱିପାଦ, ରାତି ୧୨/୨୦ ପରେ ତିନିପାଦ |