Odia Daily Panji 4th March 2018

ମାର୍ଚ୍ଚ ୪, ୨୦୧୮, ରବିବାର, କୁମ୍ଭ ୨୦ଦିନ, ଚୈତ୍ର ୩ଦିନ

ସୂର୍ଯ୍ୟୋଦୟ : ୬/୦୭/୫୨,   ସୂର୍ଯ୍ୟାସ୍ତ : ୫/୪୮/୫୪

ତିଥି : କୃଷ୍ଣ ତୃତୀୟା ରାତି ୧୨/୫୩ l ହାସ୍ତା ନକ୍ଷତ୍ର ରାତି ୮/୩୯,କନ୍ୟା ଚନ୍ଦ୍ର ଅହୋରାତ୍ର l ଘାତବାର : ମେଷ ରାଶି |  ଘାତଚନ୍ଦ୍ର : ମିଥୁନ ରାଶି | ମେଷ,ମିଥୁନ,କର୍କଟ,କନ୍ୟା,ତୁଳା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟା ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ରାତି ୧୨/୫୩ ପରେ ନୈଋତ କୋଣରେ, ଯାତ୍ରା ଶୁଭ l ଶୁଭକର୍ମ:ଦେବତା ଗଠନ ଓ ପ୍ରତିଷ୍ଠା,ଗୃହ ପ୍ରବେଶ,ଜଳାଶୟାରମ୍ଭ ଓ ପ୍ରତିଷ୍ଠା, ବିବାହ ପାଣିଗ୍ରହଣ,ନାମକରଣ,ଉପନୟନ,ନୌକା ଯାତ୍ରା,ଧାନ୍ୟ ସ୍ଥାପନ,ଅଳଙ୍କାର ଧାରଣ,ନବବସ୍ତ୍ର ପରିଧାନ,ବାଣିଜ୍ୟକରଣ,ହଳପ୍ରବାହ,ବୀଜବପନ,ରତ୍ନଧାରଣ  | ଶୁଭବେଳା : (ଅମୃତ) ଦିନ ୬/୫୧ ରୁ ୯/୫୯, ରାତି ୭/୨୮ ରୁ ୯/୦୫(ମାହେନ୍ଦ୍ର) ପ୍ରାତଃରୁ ଦିନ ୬/୫୧ ମଧ୍ୟରେ, ଦିନ ୧/୦୭ ରୁ ୧/୫୫, ରାତି ୬/୩୯ ରୁ ୭/୨୮, ରାତି ୧୨/୨୧ ରୁ ୩/୩୬ l ଅଶୁଭବେଳା : ଦିନ ୧୦/୨୮ ରୁ ୧/୦୬ l  ପୁଷ୍କରଦୋଷ : ଏକପାଦ |