Odia Daily Panji 4th September 2017

ସେପ୍ଟେମ୍ବର ୪ ,୨୦୧୭, ସୋମବାର, ସିଂହ ୧୯ ଦିନ, ଭାଦ୍ରବ ୨୮ ଦିନ

ଅଘୋର ଚତୁର୍ଦ୍ଦଶୀ, ଶ୍ରୀଲିଙ୍ଗରାଜ ପାର୍ଶ୍ୱପରିବର୍ତ୍ତନ ଉତ୍ସବ

ସୂର୍ଯ୍ୟୋଦୟ: ୫/୩୫/୧୯, ସୂର୍ଯ୍ୟାସ୍ତ: ୫/୫୬/୧୩

ତିଥି: ଶୁକ୍ଳ ତ୍ରୟୋଦଶୀ ଦିନ ୧୨/୦୬ | ଶ୍ରବଣା ନକ୍ଷତ୍ର ଦିନ ୧୧/୫୧, ମକରଚନ୍ଦ୍ର ରାତି ୧୨/୨୮ | ଘାତବାର: ମିଥୁନ ରାଶି | ଘାତଚନ୍ଦ୍ର: ସିଂହ ରାଶି, ରାତି ୧୨/୨୮ ପରେ  ମିଥୁନ ଓ ମୀନ ରାଶି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀର ପାର୍ବଣ | ଯୋଗିନୀ ସ୍ଥିତି: ଦକ୍ଷିଣରେ, ଦିନ ୧୨/୦୬ ପରେ ପଶ୍ଚିମରେ , ଯାତ୍ରା ଶୁଭ | ଶୁଭକର୍ମ: ଅନ୍ନପ୍ରାଶନ, ବୃକ୍ଷରୋପଣ, ନାମକରଣ, ନାଟ୍ୟାରମ୍ଭ, ନବାନ୍ନଭକ୍ଷଣ,  ବାଣିଜ୍ୟକରଣ, ନୂତନ ଯାନରୋହଣ, ଦେବତାଗଠନ, ହଳପ୍ରବାହ, ବୀଜବପନ | ଶୁଭବେଳା: (ଅମୃତ) ପ୍ରାତଃରୁ ୭/୧୪, ଦିନ ୧୦/୩୦ ରୁ ୧୨/୫୭, ରାତି ୬/୩୮ ରୁ ୮/୫୯, ରାତି ୧୧/୨୦ ରୁ ୨/୨୮ (ମାହେନ୍ଦ୍ର) ଦିନ ୩/୨୪ ରୁ ୫/୦୨ | ଅଶୁଭବେଳା: ଦିନ ୭/୧୫ ରୁ ୮/୪୦ | ପୁଷ୍କରଦୋଷ: ନାହିଁ |