Odia Daily Panji 5th August 2017

ଅଗଷ୍ଟ ୫,୨୦୧୭, ଶନିବାର, କର୍କଟ ୨୧ଦିନ, ଶ୍ରାବଣ ୨୭ଦିନ

ନୀଳକଣ୍ଠ ଦାସ ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୨୭/୨୨,   ସୂର୍ଯ୍ୟାସ୍ତ : ୬/୧୭/୫୭

ତିଥି : ଶୁକ୍ଳ ତ୍ରୟୋଦଶୀ, ରାତି ୮/୫୨ ପର୍ଯ୍ୟନ୍ତ | ନକ୍ଷତ୍ର : ପୂର୍ବାଷାଢା ରାତି ୧୨/୧୯ ପର୍ଯ୍ୟନ୍ତ, ଧନୁ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ, କନ୍ୟା ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ  ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତ୍ରୟୋଦଶୀ ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୮/୫୨ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୯/୪୪ ରୁ ୧/୦୮, ରାତି ୮/୨୯ ରୁ ୧୦/୪୪ |  ଅଶୁଭବେଳା : ପ୍ରାତଃରୁ ୭/୦୪ ଓ ଦିନ ୪/୩୯ ରୁ ୬/୧୫ |  ପୁଷ୍କରଦୋଷ : ଏକପାଦ , ରାତି ୧୨/୧୯ ପରେ  ଦ୍ୱିପାଦ    |