Odia Daily Panji 5th December 2017

ଡିସେମ୍ବର ୫,୨୦୧୭, ମଙ୍ଗଳବାର, ବିଛା ୨୦ଦିନ, ପୌଷ ୨ଦିନ

ଦାଣ୍ଡ ପହଁରା ବାଟ ଓଷା

ସୂର୍ଯ୍ୟୋଦୟ : ୬/୧୧/୧୧,   ସୂର୍ଯ୍ୟାସ୍ତ : ୫/୩/୫୮

ତିଥି : କୃଷ୍ଣ ଦ୍ୱିତୀୟା ଦିନ ୨/୧୭ ପରେ | ଆର୍ଦ୍ରା ନକ୍ଷତ୍ର ରାତି ୧/୩୮, ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ, ମିଥୁନ, ମିଥୁନ, କର୍କଟ, ସିଂହ, କନ୍ୟା, ଧନୁ, ମକର, ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଏବଂ ତୃତୀୟାର ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ଦିନ ୨/୨୭ ପରେ ଆଗ୍ନେୟ କୋଣରେ, ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୦ ରୁ ୧୧/୧୭, ରାତି ୭/୪୨ ରୁ ୮/୩୫, ୯/୨୭ ରୁ ୧୨/୦୫ |  ଅଶୁଭବେଳା : ଦିନ ୧/୦୦ ରୁ ୨/୨୨ |  ପୁଷ୍କରଦୋଷ : ଦ୍ୱିପାଦ, ଦିନ ୨/୧୨ ପରେ ଏକପାଦ, ରାତି ୧/୩୧ ପରେ ଦ୍ୱିପାଦ |