Odia Daily Panji 5th February 2018

ଫେବୃଆରି ୫, ୨୦୧୮, ସୋମବାର, ମକର ୨୩ଦିନ, ଫାଲଗୁନ ୫ ଦିନ

ଓଁକାରନାଥ ସୀତାରାମ ଦାସ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୨୪/୧୪,   ସୂର୍ଯ୍ୟାସ୍ତ : ୫/୩୬/୪୫

ତିଥି : କୃଷ୍ଣ ପଞ୍ଚମୀ ଦିନ ୭/୪୭ l ହସ୍ତା ନକ୍ଷତ୍ର ଦିନ ୧୦/୪୦,କନ୍ୟା ଚନ୍ଦ୍ର ରାତି ୧୦/୫୩ l ଘାତବାର : ମିଥୁନ ରାଶି | ମେଷ,ବୃଷ, କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ଦିନ ୭/୪୭ ପରେ ପଶ୍ଚିମରେ ଯାତ୍ରା ଶୁଭ l  ଶୁଭକର୍ମ: ନାମକରଣ,ଦେବତାଗଠନ,ରତ୍ନଧାରଣ,ଦୀକ୍ଷାଗ୍ରହଣ,ବାଣିଜ୍ୟକରଣ,ବିଜବପନ,ନିଷ୍କ୍ରମଣ,ଚୂଡାକରଣ,ଜଳାଶୟ,କୂପାରମ୍ଭ,କର୍ଣ୍ଣବେଧ | ଶୁଭବେଳା : (ଅମୃତ) ଦିନ ୧୦/୫୩ ରୁ ୧/୦୮, ସନ୍ଧ୍ୟା ୬/୩୦ ରୁ ୯/୦୨, ରାତି ୧୦/୩୫ ରୁ ୨/୫୮ l ଅଶୁଭବେଳା : ଦିନ ୭/୪୭ ରୁ ୯/୧୧, ଦିନ ୨/୫୦ ରୁ ଅପରାହ୍‌ଣ ୪/୧୫ l   ପୁଷ୍କରଦୋଷ : ନାହିଁ |