Odia Daily Panji 5th March 2018

ମାର୍ଚ୍ଚ ୫, ୨୦୧୮, ସୋମବାର, କୁମ୍ଭ ୨୧ ଦିନ, ଚୈତ୍ର ୪ଦିନ

ପଞ୍ଚାୟତିରାଜ ଦିବସ, ବିଜୁ ପଟ୍ଟନାୟକ ଜୟନ୍ତୀ

ସୂର୍ଯ୍ୟୋଦୟ : ୬/୦୭/୦୫,   ସୂର୍ଯ୍ୟାସ୍ତ : ୫/୪୯/୧୫

ତିଥି : କୃଷ୍ଣ ଚତୁର୍ଥୀ ରାତି ୧୨/୨୯ | ଚିତ୍ରା ନକ୍ଷତ୍ର ରାତି ୮/୩୯, କନ୍ୟା ଚନ୍ଦ୍ର ଦିନ ୮/୩୯ | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ମିଥୁନ ରାଶି | ଗତ ଦିବସ ରାଶି ମାନଙ୍କର, ଦିନ ୮/୩୯ ପରେ ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ଚତୁର୍ଥୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ ରାତି ୧୨/୨୯ ପରେ ଦକ୍ଷିଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ବିବାହ ପାଣିଗ୍ରହଣ l ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୩୭ ମଧ୍ୟରେ, ଦିନ ୧୦/୪୬ ରୁ ୧/୦୭, ସନ୍ଧ୍ୟା ୬/୩୯ ରୁ ରାତି ୯/୦୫, ରାତି ୧୧/୩୨ ରୁ ୨/୪୭  (ମାହେନ୍ଦ୍ର) ଦିନ ୩/୨୯ ରୁ ୫/୦୩ l ଅଶୁଭବେଳା : ଦିନ ୭/୩୮ ରୁ  ୮/୫୯, ଦିନ ୨/୫୪ ରୁ ୩/୨୮ | ପୁଷ୍କରଦୋଷ : ନାହିଁ |