Odia Daily Panji 5th September 2017

ସେପ୍ଟେମ୍ବର ୫ ,୨୦୧୭, ମଙ୍ଗଳବାର, ସିଂହ ୨୦ ଦିନ, ଭାଦ୍ରବ ୨୯ ଦିନ

ଗୁରୁଦିବସ, ଇନ୍ଦ୍ରଗୋବିନ୍ଦ ପୂଜା, ଅନନ୍ତ ବ୍ରତ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ

ସୂର୍ଯ୍ୟୋଦୟ: ୫/୩୫/୩୨, ସୂର୍ଯ୍ୟାସ୍ତ: ୫/୫୫/୨୨

ତିଥି: ଶୁକ୍ଲ ଚତୁର୍ଦ୍ଦଶୀ ଦିନ ୧୨/୩୧ ପର୍ଯ୍ୟନ୍ତ | ଧନିଷ୍ଠା ନକ୍ଷତ୍ର ଦିନ ୧୨/୫୫, କୁମ୍ଭ ଚନ୍ଦ୍ର ଅହୋରାତ୍ର | ଘାତବାର: ମକର ରାଶି | ଘାତଚନ୍ଦ୍ର: ମିଥୁନ ଓ ମୀନ ରାଶି | ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ବିଛା, ଧନୁ, ମକର ଓ କୁମ୍ଭ ରାଶିମାନଙ୍କ ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଚତୁର୍ଦ୍ଦଶୀ ଏକୋଦ୍ଦିଷ୍ଟ ଓ ପୂର୍ଣ୍ଣିମାର ପାର୍ବଣ | ଯୋଗିନୀ ସ୍ଥିତି: ପଶ୍ଚିମରେ, ଦିନ ୧୨/୩୧ ପରେ ବାୟବ୍ୟରେ ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୮/୦୩ ରୁ ୧୦/୩୦, ୧୨/୫୭ ରୁ ୨/୩୫, ୩/୨୩ ରୁ ୫/୦୧, ଅସ୍ତରୁ ରାତି ୬/୩୭ ଓ ରାତି ୮/୫୯ ରୁ ୧୧/୨୦, ରାତି ୧/୪୧ ରୁ ୩/୧୫ | ଅଶୁଭବେଳା: ଦିନ ୭/୦୮ ରୁ ୮/୨ | ପୁଷ୍କରଦୋଷ: ଏକପାଦ |