Odia Daily Panji 6th August 2017

ଅଗଷ୍ଟ ୬,୨୦୧୭, ରବିବାର, କର୍କଟ ୨୨ଦିନ, ଶ୍ରାବଣ ୨୮ଦିନ

ଶିବ ପବିତ୍ରାରୋପଣ ଉତ୍ସବ, ଶିବ ଚତୁର୍ଦ୍ଦଶୀ ଉପବାସ

ଶରଣ ପଞ୍ଚକ ଆରମ୍ଭ

ସୂର୍ଯ୍ୟୋଦୟ : ୫/୨୭/୪୪,   ସୂର୍ଯ୍ୟାସ୍ତ : ୬/୧୭/୨୭

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ, ରାତି ୧୦/୩୨ ପର୍ଯ୍ୟନ୍ତ | ନକ୍ଷତ୍ର : ଉତ୍ତରାଷାଢା ରାତି ୨/୩୧, ଧନୁ ଚନ୍ଦ୍ର ଦିନ ୭/୦୩ | ଘାତବାର : ମେଷ ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ବୃଷ,  କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୧୦/୩୨ ପରେ ବାୟବ୍ୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୬/୧୮ ରୁ ୭/୪୫, ରାତି ୧୨/୧୪ ରୁ ୩/୧୫ |  ଅଶୁଭବେଳା : ଦିନ ୧୦/୫୫ ରୁ ୧/୨୬ |  ପୁଷ୍କରଦୋଷ : ଦ୍ୱିପାଦ, ରାତି ୧୨/୧୯ ପରେ  ଏକପାଦ |