Odia Daily Panji 6th December 2017

ଡିସେମ୍ବର ୬,୨୦୧୭, ବୁଧବାର, ବିଛା ୨୧ଦିନ, ପୌଷ ୩ଦିନ

ସୂର୍ଯ୍ୟୋଦୟ : ୬/୧୧/୪୫,   ସୂର୍ଯ୍ୟାସ୍ତ : ୫/୩/୧୦

ତିଥି : କୃଷ୍ଣ ତୃତୀୟା ଦିନ ୧୦/୫୦ | ପୁନର୍ବସୁ ନକ୍ଷତ୍ର ରାତି ୧୧/୦୧ | ମିଥୁନ ଚନ୍ଦ୍ର ସଂଧ୍ୟା ୫/୩୬ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : କନ୍ୟା | ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ତୃତୀୟାର ଏକୋଦ୍ଦିଷ୍ଟ, ଚତୁର୍ଥର ଏକୋଦ୍ଦିଷ୍ଟ ଓ ପାର୍ବଣ | ଅଶ୍ଳେଷା, ମଘା, ଚିତ୍ରା, ବିଶାଖା, ଜ୍ୟେଷ୍ଠା, ମୂଳା, ଧନିଷ୍ଠା, କୃର୍ତ୍ତିକା, ମୃଗଶିରା, ପୁନର୍ବସୁ ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ଯୋଗିନୀ ସ୍ଥିତି : ଆଗ୍ନେୟ କୋଣରେ, ଦିନ ୧୦/୫୦ ପରେ ନୈୠତରେ ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୪୧ ରୁ ୮/୨୪, ୧୦/୩୪ ରୁ ୧୨/୪୪, ସଂଧ୍ୟା ୫/୫୭ ରୁ ୬/୫୦ |  ଅଶୁଭବେଳା : ଦିନ ୮/୫୭ ରୁ ୧୦/୧୮ |  ପୁଷ୍କରଦୋଷ : ରାତି ୧/୦୦ ମଧ୍ୟରେ ଏକପାଦ |