Odia Daily Panji 6th February 2018

ଫେବୃଆରି ୬, ୨୦୧୮, ମଙ୍ଗଳବାର, ମକର ୨୪ଦିନ, ଫାଲଗୁନ ୬ ଦିନ

ସୂର୍ଯ୍ୟୋଦୟ : ୬/୨୪/୧୪,   ସୂର୍ଯ୍ୟାସ୍ତ : ୫/୩୭/୨୦

ତିଥି : କୃଷ୍ଣ ଷଷ୍ଠୀ ଦିନ ୭/୪୭ | ଚିତ୍ରା ନକ୍ଷତ୍ର ଦିନ ୧୧/୨୧, ତୁଳାଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ଦିନ ୧୧/୧୦ ପରେ ବିଶାଖା, ଅନୁରାଧା,ମୂଳା, ଉତ୍ତରଷାଢା,ଧନିଷ୍ଠା,ପୂର୍ବଭାଦ୍ର,ଅଶ୍ୱିନୀ,କୃତ୍ତିକା,ମୃଗଶିରା,ପୁନର୍ବସୁ,ପୁଷ୍ୟା,ମଘା,ଉତ୍ତର ଫାଲ୍‌ଗୁନୀ,ଚିତ୍ରା ନକ୍ଷତ୍ରମାନଙ୍କର ତାରାଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ  ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୭/୪୭ ପରେ ବାୟବ୍ୟ କୋଣରେ ଯାତ୍ରା ନିଷେଧ |  ଶୁଭକର୍ମ: ନାହିଁ | ଶୁଭବେଳା : (ଅମୃତ) ଦିନ ୮/୩୭ ରୁ  ୧୦/୫୨, ଦିନ  ୧/୦୮ ରୁ ୨/୩୯, ଦିନ ୩/୨୪ ରୁ ୪/୫୪ |  ଅଶୁଭବେଳା : ଦିନ ୭/୪୬ ରୁ  ୮/୩୬ |  ପୁଷ୍କରଦୋଷ : ଏକପାଦ, ଦିନ ୭/୪୭ ପରେ ଦ୍ୱିପାଦ |