Odia Daily Panji 6th March 2018

ମାର୍ଚ୍ଚ ୬, ୨୦୧୮, ମଙ୍ଗଳବାର, କୁମ୍ଭ ୨୨ ଦିନ, ଚୈତ୍ର ୫ ଦିନ

ପଞ୍ଚଦୋଳ ମେଳଣ, ମା ମଙ୍ଗଳା ଓ ତାରାତାରିଣୀଙ୍କ ପ୍ରଥମ ପାଳି ଯାତ୍ରା

ସୂର୍ଯ୍ୟୋଦୟ : ୬/୦୬/୧୮, ସୂର୍ଯ୍ୟାସ୍ତ : ୫/୪୯/୩୬

ତିଥି : କୃଷ୍ଣ ପଞ୍ଚମୀ ରାତି ୧୨/୫୫ | ସ୍ୱାତୀ ନକ୍ଷତ୍ର ରାତି ୯/୩୯,ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : ମକର ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ,ସିଂହ,ତୁଳା, ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ l  ଯୋଗିନୀ ସ୍ଥିତି : ଦକ୍ଷିଣକୁ, ରାତି ୧୨/୫୫ ପରେ ପଶ୍ଚିମରେ ଯାତ୍ରା ନିଷେଧ l ଶୁଭକର୍ମ : ବିବାହ ପାଣିଗ୍ରହଣ, ବ୍ରତୋପନୟନ (ସାମବେଦୀ ବ୍ରତ) | ଶୁଭବେଳା : (ଅମୃତ) ଦିନ ୮/୨୪ ରୁ ୧୦/୪୫, ଦିନ ୧/୦୭ ରୁ ୨/୪୧, ଦିନ ୩/୨୯ ରୁ  ୫/୦୩, ଅସ୍ତରୁ ସନ୍ଧ୍ୟା ୬/୩୯ ମଧ୍ୟରେ, ରାତି ୯/୦୫ ରୁ ୧୧/୩୧, ରାତି ୧/୫୭ ରୁ ୩/୩୫ l ଅଶୁଭବେଳା : ଦିନ ୭/୩୧ ରୁ ୮/୨୩ |  ପୁଷ୍କରଦୋଷ : ଏକପାଦ, ରାତି ୯/୩୯ ପରେ ଦ୍ୱିପାଦ |