Odia Daily Panji 6th September 2017

ସେପ୍ଟେମ୍ବର ୬ ,୨୦୧୭, ବୁଧବାର, ସିଂହ ୨୧ ଦିନ, ଭାଦ୍ରବ ୩୦ ଦିନ

ଭାଗବତ ଜନ୍ମ,ଅପରପକ୍ଷ ଓ ପିତୃତର୍ପଣ ଆରମ୍ଭ

ସୂର୍ଯ୍ୟୋଦୟ: ୫/୩୫/୪୪, ସୂର୍ଯ୍ୟାସ୍ତ: ୫/୫୪/୨୮

ତିଥି: ପୂର୍ଣ୍ଣିମା ଦିନ ୧୨/୨୩ ପର୍ଯ୍ୟନ୍ତ | ଶତଭିଷା ନକ୍ଷତ୍ର ଦିନ ୧/୨୬, କୁମ୍ଭଚନ୍ଦ୍ର ଅହୋରାତ୍ର | ଘାତବାର:କର୍କଟ ରାଶି | ଘାତଚନ୍ଦ୍ର : ମିଥୁନ ଓ ମୀନ ରାଶି | ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପ୍ରତିପଦାର ପାର୍ବଣ | ଯୋଗିନୀ ସ୍ଥିତି: ବାୟବ୍ୟ କୋଣରେ, ଦିନ ୧୨/୨୩ ପୂର୍ବରେ ଯାତ୍ରା ନିଷେଧ | ଶୁଭକର୍ମ: ନାହିଁ | ଶୁଭବେଳା: (ଅମୃତ) ଦିନ ୮/୩ ରୁ ୧୦/୩୦ ,ଦିନ ୧୨/୫୭ ରୁ ୨/୩୫, ୩/୨୩ ରୁ ୫/୦୧, ଅସ୍ତରୁ ରାତି ୬/୩୭ ଓ ରାତି ୮/୫୯ ରୁ ୧୧/୨୦, ୧/୪୧ ରୁ ୩/୧୫ | ଅଶୁଭବେଳା: ଦିନ ୭/୮ ରୁ ୮/୦୧ | ପୁଷ୍କରଦୋଷ: ଦିନ ୧/୨୬ ପରେ ଏକପାଦ |