Odia Daily Panji 7th August 2017

ଅଗଷ୍ଟ ୭,୨୦୧୭, ସୋମବାର, କର୍କଟ ୨୩ଦିନ, ଶ୍ରାବଣ ୨୯ଦିନ

ଗହ୍ମାପୂର୍ଣ୍ଣିମା,ଶ୍ରାବଳଭଦ୍ର ଜନ୍ମ,କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ସଂସ୍କୃତ ଦିବସ,ସ୍ୱାମୀ ନିଗମାନନ୍ଦ ଓ ମେହେର ଜୟନ୍ତୀ

ସୂର୍ଯ୍ୟୋଦୟ : ୫/୨୮/୦୩,   ସୂର୍ଯ୍ୟାସ୍ତ : ୬/୧୫/୫୩

ତିଥି : ପୂର୍ଣ୍ଣିମା ରାତି ୧୧/୪୦ ପର୍ଯ୍ୟନ୍ତ |ଶ୍ରବଣା ନକ୍ଷତ୍ର ରାତି ୪/୧୨,ମକରଚନ୍ଦ୍ର ଅହୋରାତ୍ର | ଘାତବାର : ମିଥୁନ ରାଶି | ଘାତଚନ୍ଦ୍ର : ସିଂହରାଶି | ମେଷ,ବୃଷ,କର୍କଟ,ସିଂହ,କନ୍ୟା,ବିଛା,ଧନୁ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୧୧/୪୦ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୦/୩୫ ରୁ ୧/୦୮ ଓ ୬/୫୮ ରୁ ୯/୧୫, (ମାହେନ୍ଦ୍ର) ଦିନ ୩/୪୦ ରୁ ସଂଧ୍ୟା ୫/୨୩ |  ଅଶୁଭବେଳା : ଦିନ ୭/୦୫ ରୁ ୮/୪୦ |  ପୁଷ୍କରଦୋଷ : ନାହିଁ |

ଚନ୍ଦ୍ରସ୍ପର୍ଶ: ରାତି ୧୦-୪୩-୦୦; ମୋକ୍ଷ ଆରମ୍ଭ: ରାତି ୧୧-୪୯-୪୦;ସର୍ବ ମୋକ୍ଷ: ରାତି ୧୨-୪୩-୦୦ ସେକେଣ୍ଡ୍‌ | ଦିନ ୧-୪୩ ମିନିଟ୍‌ଠାରୁ ଅନ୍ନଭୋଜନ,ପାକତ୍ୟାଗ ଓ ଦେବନୀତି ନିଷେଧ|