Odia Daily Panji 7th December 2017

ଡିସେମ୍ବର ୭,୨୦୧୭, ଗୁରୁବାର, ବିଛା ୨୨ଦିନ, ପୌଷ ୪ଦିନ

ପତାକା ଦିବସ

ସୂର୍ଯ୍ୟୋଦୟ : ୬/୧୨/୨୫,   ସୂର୍ଯ୍ୟାସ୍ତ : ୫/୦୩/୨୪

ତିଥି : କୃଷ୍ଣ ଚତୁର୍ଥୀ ଦିନ ୭/୪୩, ପଞ୍ଚମୀ କ୍ଷୟ ନିଶାନ୍ତ ୫/୧୨ | ପୁଷ୍ୟା ନକ୍ଷତ୍ର ରାତି ୮/୫୬ | କର୍କଟ ଚନ୍ଦ୍ର ଅହୋରାତ୍ର | ଘାତବାର: ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ମେଷ, ବୃଷ, କର୍କଟ,ସିଂହ,କନ୍ୟା, ତୁଳା, ମକର, ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ୮/୫୬ ପରେ ମଘା, ପୂର୍ବଫାଲ୍‌ଗୁନୀ, ହସ୍ତା, ସ୍ୱାତୀ, ଅନୁରାଧା, ମୂଳା, ପୂର୍ବଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ର, ଦ୍ୱିଜା, ରୋହିଣୀ ଆଦି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ନୈଋତରେ, ଦିନ ୭/୪୭ ପରେ ଦକ୍ଷିଣରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧/୨୮ ରୁ ୨/୫୫, ସଂଧ୍ୟା ୫/୫୭ ରୁ ୯/୨୮, ରାତି ୧୨/୦୬ ରୁ ୩/୩୭ |  ଅଶୁଭବେଳା : ଦିନ ୨/୫୬ ରୁ ୫/୦୫ |  ପୁଷ୍କରଦୋଷ : ନାହିଁ |