Odia Daily Panji 7th February 2018

ଫେବୃଆରି ୭, ୨୦୧୮, ବୁଧବାର, ମକର ୨୫ ଦିନ, ଫାଲଗୁନ ୭ ଦିନ

ସୂର୍ଯ୍ୟୋଦୟ : ୬/୨୩/୨୫,   ସୂର୍ଯ୍ୟାସ୍ତ : ୫/୩୭/୫୨

ତିଥି : କୃଷ୍ଣ ସପ୍ତମୀ ଦିନ ୮/୩୭ | ସ୍ୱାତୀ ନକ୍ଷତ୍ର ଦିନ ୧୨/୪୯, ତୁଳା ଚନ୍ଦ୍ର ଅହୋରାତ୍ର | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ମେଷ,ବୃଷ,କର୍କଟ, ସିଂହ,ତୁଳା,ବିଛା,ଧନୁ ଓ ମକର ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ :  ଅଷ୍ଟମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ଦିନ ୮/୩୭ ପରେ ଐଶାନ୍ୟରେ, ଯାତ୍ରା ଶୁଭ |  ଶୁଭକର୍ମ : ନାମକରଣ,ଦେବତା ଗଠନ,ନବବସ୍ତ୍ର ପରିଧାନ,ବାଣିଜ୍ୟକରଣ,ବୀଜବପନ l ଶୁଭବେଳା : (ଅମୃତ) ଦିନ ୧୦/୦୭ ରୁ ୧୧/୩୮, ଦିନ ୩/୨୪ ରୁ ୪/୫୫, ସନ୍ଧ୍ୟା ୬/୩୧ ରୁ ୯/୦୩ (ମାହେନ୍ଦ୍ର) ଦିନ ୧/୫୪ ରୁ ୩/୨୪ l ଅଶୁଭବେଳା : ଦିନ ୯/୧୧ ରୁ  ୧୦/୦୬, ଦିନ ୧୨/୦୧ ରୁ ୧/୨୬ | ପୁଷ୍କରଦୋଷ : ଦିନ ୮/୩୭ ମଧ୍ୟରେ ଏକପାଦ, ଦିନ ୧୨/୪୯ ପରେ ଏକପାଦ |