Odia Daily Panji 7th July 2017

ଜୁଲାଇ ୭,୨୦୧୭, ଶୁକ୍ରବାର, ମିଥୁନ ୨୩ଦିନ, ଆଷାଢ ୨୮ଦିନ

ଶିବ ଶୟନ ଉତ୍ସବ ଓ ଚତୁର୍ଦ୍ଦଶୀ ଉପବାସ

ସୂର୍ଯ୍ୟୋଦୟ : ୫/୧୭/୦୦, ସୂର୍ଯ୍ୟାସ୍ତ : ୬/୨୬/୦୩

ତିଥି : ଶୁକ୍ଳ ତ୍ରୟୋଦଶୀ (ମଳ) ଚତୁର୍ଦ୍ଦଶୀ, ପ୍ରାତଃ ୫/୧୯| ନକ୍ଷତ୍ର : ଜ୍ୟେଷ୍ଠା, ଦିନ ୧୨/୮ ବିଛାଚନ୍ଦ୍ର ଦିନ ୧୨/୦୮ | ଘାତବାର : ଧନୁ ଓ ମୀନ ରାଶି | ଘାତଚନ୍ଦ୍ର : ନାହିଁ | ଚନ୍ଦ୍ରଶୁଦ୍ଧି : ଦିନ ୧୨/୦୮ ପରେ ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ ଓ ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଚତୁର୍ଦ୍ଦଶୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ପ୍ରାତଃ ୫/୧୯ ପରେ ପଶ୍ଚିମରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୧୨/୧୫ ରୁ ୨/୫୫ |  ଅଶୁଭବେଳା : ଦିନ ୮/୩୫ ରୁ ୧୧/୫୨ |  ପୁଷ୍କରଦୋଷ : ନାହିଁ |