Odia Daily Panji 7th March 2018

ମାର୍ଚ୍ଚ ୭, ୨୦୧୮, ବୁଧବାର କୁମ୍ଭ ୨୩ଦିନ, ଚୈତ୍ର ୬ଦିନ

ସ୍କନ୍ଧ ଷଷ୍ଠୀ

ସୂର୍ଯ୍ୟୋଦୟ : ୬/୦୫/୩୦,   ସୂର୍ଯ୍ୟାସ୍ତ : ୫/୪୯/୫୬

ତିଥି : କୃଷ୍ଣ ଷଷ୍ଠୀ ରାତି ୨/୦୩ | ବିଶାଖା ନକ୍ଷତ୍ର ରାତି ୧୧/୧୫, ତୁଳା ଚନ୍ଦ୍ର ଦିନ ୪/୪୯ | ଘାତବାର : କର୍କଟ ରାଶି | ଘାତଚନ୍ଦ୍ର : ନାହିଁ | ଗତ ଦିବସ ରାଶି ମାନଙ୍କର, ଦିନ ୪/୪୯ ପରେ ବୃଷ,ମିଥୁନ,ସିଂହ,କନ୍ୟା,ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l  ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତ୍ର ୨/୦୩ ପରେ ବାୟବ୍ୟରେ, ଯାତ୍ରା ନିଷେଧ l  ଶୁଭକର୍ମ : ବିବାହ ପାଣିଗ୍ରହଣ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୩୫ ମଧ୍ୟରେ, ଦିନ ୯/୫୮ ରୁ  ୧୧/୩୨,ଦିନ ୬/୪୦ ରୁ ୯/୦୫, ରାତି ୧/୫୭ ରୁ ନିଶାନ୍ତ ୬/୦୦ (ମାହେନ୍ଦ୍ର) ଦିନ ୧/୫୪ ରୁ ୩/୨୯; ରାତି ୯/୦୫ ରୁ ୧୦/୪୩ l ଅଶୁଭବେଳା : ଦିନ ୮/୫୮ ରୁ ୯/୫୭, ଦିନ ୧୧/୫୬ ରୁ ୧/୨୫ l  ପୁଷ୍କରଦୋଷ : ରାତ୍ର ୧୧/୧୫ ମଧ୍ୟରେ ଏକପାଦ, ପୁନଶ୍ଚ ରାତ୍ର ୨/୦୩ ପରେ ଏକପାଦ |