Odia Daily Panji 7th October 2017

ଅକ୍ଟୋବର ୭, ୨୦୧୭, ଶନିବାର,କନ୍ୟା ୨୧ ଦିନ,କାର୍ତ୍ତିକ ୨ଦିନ

ସୂର୍ଯ୍ୟୋଦୟ : ୫/୪୨/୩୫, ସୂର୍ଯ୍ୟାସ୍ତ : ୫/୨୬/୪୭

ତିଥି : କୃଷ୍ଣ ଦ୍ୱିତୀୟା ରାତି ୭/୫୧ | ଅଶ୍ୱିନୀ ନକ୍ଷତ୍ର ସଂଧ୍ୟା ୬/୩୯,ମେଷ ଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ,ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ମେଷ ରାଶି | ବୃଷ,ମିଥୁନ,କର୍କଟ,ତୁଳା,ବିଛା,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଦ୍ୱିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଉତ୍ତରରେ, ରାତି  ୭/୫୧ ପରେ ଆଗ୍ନେୟ କୋଣରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୬/୩୩, ଦିନ ୭/୨୦ ରୁ ୯/୪୪, ୧୨/୦୮ ରୁ ୩/୨୦,  ୪ ରୁ ୫/୨୭,  ରାତି ୧/୩୭ ରୁ ୨/୨୫; (ମାହେନ୍ଦ୍ର) ରାତି ୩/୨୦ ରୁ ୪/୦୮  | ଅଶୁଭବେଳା : ଦିନ ୬/୩୪ ରୁ ୭/୧୬ | ପୁଷ୍କରଦୋଷ : ଦ୍ୱିପାଦ,ରାତି ୭/୫୧ ପରେ ଏକପାଦ |