Odia Daily Panji 7th September 2017

ସେପ୍ଟେମ୍ବର ୭ ,୨୦୧୭, ଗୁରୁବାର, ସିଂହ ୨୨ ଦିନ, ଆଶ୍ୱିନ ୧ ଦିନ ଶରଣ ପଞ୍ଚକ ଶେଷ

ସୂର୍ଯ୍ୟୋଦୟ: ୫/୩୫/୫୬, ସୂର୍ଯ୍ୟାସ୍ତ: ୫/୫୩/୩୪

ତିଥି: କୃଷ୍ଣ ପ୍ରତିପଦ ଦିନ ୧୧/୪୨ ପର୍ଯ୍ୟନ୍ତ | ପୂର୍ବଭାଦ୍ରା ନକ୍ଷତ୍ର ଦିନ ୧/୨୭, କୁମ୍ଭଚନ୍ଦ୍ର ଦିନ ୭/୩୦ | ଘାତବାର: ତୁଳା, କୁମ୍ଭ ରାଶି | ଘାତଚନ୍ଦ୍ର: ମିଥୁନ ଓ ମୀନ | ମେଷ, ବୃଷ, ମିଥୁନ, କନ୍ୟା,ତୁଳା, ଧନୁ, ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ: ଦ୍ୱିତୀୟା, ପ୍ରତିପଦର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି: ପୂର୍ବରେ, ଦିନ ୧୧/୪୨ ପରେ ଉତ୍ତରରେ, ଯାତ୍ରାଦି ଶୁଭକର୍ମ ନିଷେଧ | ଶୁଭକର୍ମ: ବାଣିଜ୍ୟକରଣ, ଔଷଧକରଣ, ନୌକାଗଠନ | ଶୁଭବେଳା: (ଅମୃତ) ଦିନ ୧୦/୨୯ ରୁ ୧୨/୫୫ ମଧ୍ୟରେ | ଅଶୁଭବେଳା: ଦିନ ୨/୪୫ ରୁ ୫/୫୮ | ପୁଷ୍କରଦୋଷ: ଏକପାଦ, ଦିନ ୧୧/୦୨ ପରେ ଦ୍ୱିପାଦ, ଦିନ ୧/୨୭ ପରେ ଏକପାଦ |