Odia Daily Panji 8th August 2017

 ଅଗଷ୍ଟ ୮,୨୦୧୭, ମଙ୍ଗଳବାର, କର୍କଟ ୨୪ଦିନ, ଭାଦ୍ରବ ୧ଦିନ

     ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ସମାପନ

ସୂର୍ଯ୍ୟୋଦୟ : ୫/୨୮/୧୫, ସୂର୍ଯ୍ୟାସ୍ତ : ୬/୧୬/୨୦

ତିଥି : କୃଷ୍ଣ ପ୍ରତିପଦ ରାତି ୧୨/୧୮ ପର୍ଯ୍ୟନ୍ତ | ଧନିଷ୍ଠା ନକ୍ଷତ୍ର ନିଶାନ୍ତ  ୫/୨୮,ମକରଚନ୍ଦ୍ର ଦିନ ୪/୫୨ ପର୍ଯ୍ୟନ୍ତ  | ଘାତବାର : ମକର ରାଶି | ଘାତଚନ୍ଦ୍ର : ସିଂହରାଶି | ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ,କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପ୍ରତିପଦ୍‌ର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପୂର୍ବରେ, ରାତି ୧୨/୧୮ ପରେ ଉତ୍ତରରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୮/୦୨ ରୁ  ୧୦/୩୫ ଓ ଦିନ ୧/୦୭ ରୁ ୨.୪୫ |  ଅଶୁଭବେଳା : (କାଳବେଳା) ଦିନ ୭/୦୫ ରୁ ୦୮/୦୦ |  ପୁଷ୍କରଦୋଷ : ଏକପାଦ , ରାତି ୧୨ ୧୮ ପରେ ଦ୍ୱିପାଦ |