Odia Daily Panji 8th December 2017

ଡିସେମ୍ବର ୮,୨୦୧୭, ଶୁକ୍ରବାର, ବିଛା ୨୩ଦିନ, ପୌଷ ୫ଦିନ

ସୂର୍ଯ୍ୟୋଦୟ : ୬/୧୩/୦୦,   ସୂର୍ଯ୍ୟାସ୍ତ : ୫/୦୪/୦୯

ତିଥି : କୃଷ୍ଣ ଷଷ୍ଠୀ ରାତି ୩/୧୨ | ଅଶ୍ଳେଷା ନକ୍ଷତ୍ର ରାତି ୭/୨୭, କର୍କଟ ଚନ୍ଦ୍ର ରାତି ୭/୨୬ | ଘାତବାର : ବିଛା, ଧନୁ, ମକର ରାଶି | ଘାତଚନ୍ଦ୍ର : ନାହିଁ | ବୃଷ, ମିଥୁନ, କନ୍ୟା,ତୁଳା ,ବିଛା, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ରାତି ୩/୧୨ ପରେ ବାୟବ୍ୟ କୋଣରେ,  ଯାତ୍ରାଦି ଶୁଭକର୍ମ ନିଷେଧ |  ଶୁଭକର୍ମ : ନୌକାଗଠନ, ଋଣଦାନ | ଶୁଭବେଳା : (ଅମୃତ) ଦିନ ୭/୪୨ ରୁ ୯/୫୨, ଦିନ ୧୨/୦୨ ରୁ ୨/୫୫, ଦିନ ୩/୩୮ ରୁ ୫/୦୫ |  ଅଶୁଭବେଳା : ଦିନ ୯/୫୩ ରୁ ୧୧/୪୦ |  ପୁଷ୍କରଦୋଷ : ରାତି ୩/୧୨ ପରେ ଏକପାଦ |