Odia Daily Panji 8th February 2018

ଫେବୃଆରି ୮, ୨୦୧୮, ଗୁରୁବାର, ମକର ୨୬ଦିନ, ଫାଲଗୁନ ୮ ଦିନ

ସୂର୍ଯ୍ୟୋଦୟ : ୬/୨୨/୫୮, ସୂର୍ଯ୍ୟାସ୍ତ : ୫/୩୮/୨୫

ତିଥି : କୃଷ୍ଣ ଅଷ୍ଟମୀ ଦିନ ୧୦/୧୫ | ବିଶାଖା ନକ୍ଷତ୍ର ଦିନ ୨/୫୯,ତୁଳା ଚନ୍ଦ୍ର ଦିନ ୮/୨୪ | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ,କନ୍ୟା, ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ନବମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ l  ଯୋଗିନୀ ସ୍ଥିତି : ଐଶାନ୍ୟରେ, ଦିନ୧୦/୧୫ ପରେ ପୂର୍ବରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ଦିନ ୭/୫୧ ମଧ୍ୟରେ, ଦିନ ୧୦/୫୨ ରୁ ୧/୦୮ l ଅଶୁଭବେଳା : ଦିନ ୨/୫୦ ରୁ ଅପରାହ୍‍ଣ ୫/୪୧ |  ପୁଷ୍କରଦୋଷ : ଏକପାଦ, ଦିନ ୨/୫୯ ମଧ୍ୟରେ |