Odia Daily Panji 8th July 2017

ଜୁଲାଇ ୮,୨୦୧୭, ଶନିବାର, ମିଥୁନ ୨୪ଦିନ, ଆଷାଢ ୨୯ଦିନ

ଚନ୍ଦ୍ର ଉପବାସ

ସୂର୍ଯ୍ୟୋଦୟ : ୫/୧୭/୨୩,   ସୂର୍ଯ୍ୟାସ୍ତ : ୬/୨୬/୦୧

ତିଥି : ଶୁକ୍ଳ ଚତୁର୍ଦ୍ଦଶୀ, ଦିନ ୭/୪୩ | ନକ୍ଷତ୍ର : ମୂଳା, ଦିନ ୩/୦୦, ଧନୁଚନ୍ଦ୍ର ଅହୋରାତ୍ର | ଘାତବାର : ବୃଷ, ସିଂହ ଓ କନ୍ୟା ରାଶି | ଘାତଚନ୍ଦ୍ର : ତୁଳା ଓ କୁମ୍ଭ ରାଶି | ଚନ୍ଦ୍ରଶୁଦ୍ଧି : ମେଷ, ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ପଶ୍ଚିମରେ, ଦିନ ୭/୪୩ ପରେ ବାୟବ୍ୟରେ, ଯାତ୍ରା ନିଷେଧ |  ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ପ୍ରାତଃରୁ ୬/୧୦ , ଦିନ ୯/୪୦ ରୁ ୧୨/୧୮ |  ଅଶୁଭବେଳା : ଅପରାହ୍‌ଣ ୪/୪୭ ରୁ ସଂଧ୍ୟା ୬/୨୫ |  ପୁଷ୍କରଦୋଷ : ଏକପାଦ |