Odia Daily Panji 8th March 2018

ମାର୍ଚ୍ଚ ୮, ୨୦୧୮, ଗୁରୁବାର, କୁମ୍ଭ ୨୪ଦିନ, ଚୈତ୍ର ୭ ଦିନ

ସୂର୍ଯ୍ୟୋଦୟ : ୬/୦୪/୪୧, ସୂର୍ଯ୍ୟାସ୍ତ : ୫/୫୦/୧୫

ତିଥି :କୃଷ୍ଣ ସପ୍ତମୀ ରାତି ୩/୫୦ l ଅନୁରାଧା ନକ୍ଷତ୍ର ରାତି ୧/୩୦, ବିଛା ଚନ୍ଦ୍ର ଅହୋରାତ୍ର | ଘାତବାର : ତୁଳା ଓ କୁମ୍ଭ ରାଶି | ଘାତଚନ୍ଦ୍ର : ନାହିଁ | ବୃଷ,ମିଥୁନ,ସିଂହ, ବିଛା,ଧନୁ,ମକର ଓ କୁମ୍ଭ ରାଶିର ଚନ୍ଦ୍ରଶୁଦ୍ଧି l ସାମ୍ବତ୍ସରିକ ଶ୍ରାଦ୍ଧ : ସପ୍ତମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ | ଯୋଗିନୀ ସ୍ଥିତି : ବାୟବ୍ୟ କୋଣରେ, ରାତି ୩/୫୦ ପରେ ଐଶାନ୍ୟରେ ଯାତ୍ରା ନିଷେଧ |  ଶୁଭକର୍ମ : ନୌକାଗଠନ,ବାଣିଜ୍ୟକରଣ,ଗୃହାରମ୍ଭ,ଗୃହପ୍ରବେଶ,ଦେବତା ଗଠନ ଓ ପ୍ରତିଷ୍ଠା | ଶୁଭବେଳା : (ଅମୃତ) ରାତି ୧/୦୮ ରୁ  ୩/୩୪ (ମାହେନ୍ଦ୍ର) ପ୍ରାତଃରୁ ଦିନ ୭/୩୫ ମଧ୍ୟରେ, ଦିନ ୧୦/୪୫ ରୁ ୧/୦୭ l  ଅଶୁଭବେଳା : ଦିନ ୨/୫୪ ରୁ ୫/୫୧ l ପୁଷ୍କରଦୋଷ : ରାତି ୩/୫୦ ମଧ୍ୟରେ ଏକପାଦ |