Odia Daily Panji 8th November 2017

ନଭେମ୍ବର ୮, ୨୦୧୭, ବୁଧବାର,ତୁଳା ୨୩ ଦିନ,ମାର୍ଗଶିର ୪ଦିନ

ସୀତା ବିବାହ

  ସୂର୍ଯ୍ୟୋଦୟ : ୫/୫୪/୫୫, ସୂର୍ଯ୍ୟାସ୍ତ : ୫/୫/୪୫

ତିଥି : କୃଷ୍ଣ ପଞ୍ଚମୀ ରାତି ୭/୪୮ | ଆର୍ଦ୍ରା ନକ୍ଷତ୍ର ଦିନ ୪/୩୯ | ମିଥୁନ ଚନ୍ଦ୍ର ଅହୋରାତ୍ର | ଘାତବାର: କର୍କଟ ରାଶି | ଘାତଚନ୍ଦ୍ର : କନ୍ୟା ରାଶି | ମେଷ,ମିଥୁନ,କର୍କଟ,ସିଂହ,କନ୍ୟା,ଧନୁ,ମକର ଓ ମୀନ ରାଶିର ଚନ୍ଦ୍ରଶୁଦ୍ଧି | ସାମ୍ବତ୍ସରିକ ଶ୍ରାଦ୍ଧ : ପଞ୍ଚମୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ |  ଯୋଗିନୀ ସ୍ଥିତି : ଦକ୍ଷିଣରେ, ରାତି ୭/୪୮ ପରେ ପଶ୍ଚିମରେ, ଯାତ୍ରା ନିଷେଧ | ଶୁଭକର୍ମ : ନାହିଁ | ଶୁଭବେଳା : (ଅମୃତ) ଦିନ ୭/୨୬ ରୁ ୮/୧୦, ୧୦/୨୪ ରୁ ୧୨/୩୭,ସଂଧ୍ୟା ୫/୫୫ ରୁ ୬/୪୭ | ସକାଳ ୬/୩୮ ପରେ ୭/୨୩ ମଧ୍ୟେ,ରାତି ୭/୩୭ ପରେ ୮/୨୮ ମଧ୍ୟେ | ଅଶୁଭବେଳା : ଦିନ ୮/୪୪  ରୁ ୧୦/୦୭ | ପୁଷ୍କରଦୋଷ : ଦିନ ୪/୩୯ ପରେ ଏକପାଦ |